ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ହେଲେ ସମ୍ବର୍ଦ୍ଧିତ

ରାଉରକେଲା: ପ୍ରଶଂସନୀୟ ସେବା ପ୍ରଦାନ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ‌କୋଭିଡ୍‌ରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥାନୀୟ ସିଭିକ୍‌ ସେଣ୍ଟର୍‌ରେ ଅନୁଷ୍ଠିତ ଏକ ଉତ୍ସବରେ ‘ଡିଜିପି ଡିସ୍କ’ ପୁରସ୍କାର ପ୍ରଦାନ କରାଯାଇଥିଲା। ୬ ପୁଲିସ ଜିଲ୍ଲା ଯଥା ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ବରଗଡର ୪୪ ଜଣ ପୁଲିସ ଅଧିକାରୀ ଓ … Continue reading ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ହେଲେ ସମ୍ବର୍ଦ୍ଧିତ